ଜମ୍ମୁ କଶ୍ମୀରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୪

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଶନିବାର ସନ୍ଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ଥିବା ସୂଚନା ମିଳିଛି। ରିପୋର୍ଟ ଲେଖାଯିବା ବେଳକୁ କୌଣସି କ୍ଷୟକ୍ଷତିର ରିପୋର୍ଟ ହସ୍ତଗତ ହୋଇ ନାହିଁ। ଡିସେମ୍ବର ୭ରେ ଲଦାଖ ଅଞ୍ଚଳରେ ଅନୁଭୂତ ହୋଇଥିବା ଭୂକମ୍ପ (ରିକ୍ଟର ସ୍କେଲରେ ତୀବ୍ରତା ୫.୪)ର ୨ ଦିନ ପରେ ଆଜି ପୁଣି ଥରେ ଭୂକମ୍ପ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର