ଦାୟିତ୍ବ ନେଲେ ମୁଖ୍ୟ ନିର୍ବାଚନ କମିସନର ସୁନିଲ୍‌ ଆରୋରା

0

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ସୁନିଲ୍‌ ଆରୋରା। ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଓ ପି ରାୱତ ଗତକାଲି ଅବସର ନେବାପରେ ଆରୋରା ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଆରୋରା ରାଜସ୍ଥାନ କ୍ୟାଡରର ୧୯୮୦ ବ୍ୟାଚ୍‌ ପ୍ରଶାସନିକ ଅଧିକାରୀ। ଜଣେ ପ୍ରଶାସନିକ ଅଧିକାରୀ ଭାବେ ସେ ସରକାରରେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.