ନାଗପୁରରେ ‘ସ୍କ୍ରବ୍‌ ଟାଇଫସ୍‌’, ୧୫ ମୃତ

ନାଗପୁର : ନାଗପୁରରେ ଏବେ ପ୍ରଥମ ଥର ପାଇଁ ମରଣାନ୍ତକ ଜୀବାଣୁ ବାହିତ ରୋଗ ‘ସ୍କ୍ରବ୍‌ ଟାଇଫସ୍‌’ ଆତଙ୍କ ଖେଳାଇଛି। ଏହି ସ୍କ୍ରବ୍‌ ଟାଇଫସ୍‌ ହେତୁ ଏଠାରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ମୋଟ ୭୦ ଜଣ ଚିକିତ୍ସାଧୀନ ଅଛନ୍ତି। ନାଗପୁରରେ ଏବେ ୯୦ଟି ‘ସ୍କ୍ରବ୍‌ ଟାଇଫସ୍‌’ ଚିହ୍ନଟ ହୋଇଛି। ଏଥିମଧ୍ୟରୁ ୧୫ ଜଣଙ୍କର ମୃତ୍ୟୁ ହୋଇସାରିଛି ଏବଂ ଆହୁରି ୧୫ ଜଣ ଏବେ ଗୁରୁତର ଅବସ୍ଥାରେ ଜୀବନ ସହ ସଂଘର୍ଷ କରୁଛନ୍ତି। ଅଧିକାଂଶ ରୋଗୀଙ୍କ ବୟସ ୩୦ରୁ ୪୫ ବର୍ଷ ମଧ୍ୟରେ ହେବ।

ସମ୍ବନ୍ଧିତ ଖବର