ଫ୍ଲୋରିଡାରେ ଗୁଳିମାଡ଼, ୪ ନିହତ

0 52

ଓ୍ଵାସିଂଟନ୍‌ : ଆମେରିକାର ଫ୍ଲୋରିଡାସ୍ଥିତ ଜ୍ୟାକ୍‌ସନ୍‌ଭାଇଲ୍‌ ଲ୍ୟାଣ୍ଡିଂଠାରେ ରବିବାର ସକାଳେ ଗୁଳିମାଡ଼ ହୋଇଛି। ଫଳରେ ୪ ଜଣ ନିହତ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଉକ୍ତ ସ୍ଥାନରେ ଆଜି ଅନ୍‌ଲାଇନ୍‌ ଫୁଟ୍‌ବଲ୍‌ ଗେମିଂ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ କିଛି ଦୁର୍ବୃତ୍ତ ଆଖିବୁଜା ଗୁଳି ଚଳାଇଥିଲେ। ଫଳରେ ଲୋକମାନେ ଚିତ୍କାର କରି ଏଣେତେଣେ ଦୌଡ଼ିଥିଲେ। ଘଟଣାରେ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା ରହିଛି। ତେବେ ଜଣେ ସନ୍ଦିଗ୍ଧ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.