ଗ୍ୟାଙ୍ଗ୍‌ଷ୍ଟର ରବି ପୂଜାରୀ ଦକ୍ଷିଣ ଆଫ୍ରିକାରୁ ଗିରଫ, ଭାରତକୁ ପ୍ରତ୍ୟର୍ପଣ

ବେଙ୍ଗାଲୁରୁ : ପଳାତକ ଗ୍ୟାଙ୍ଗ୍‌ଷ୍ଟର ରବି ପୂଜାରୀକୁ ଦକ୍ଷିଣ ଆଫ୍ରିକାରୁ ଗତକାଲି ଗିରଫ କରାଯାଇଛି। ଦକ୍ଷିଣ ଆଫ୍ରିକାର ଏକ ଗ୍ରାମରେ ମିଳିତ ଚଢ଼ଉ କରି ରବିକୁ ସେନେଗଲ ପ୍ରଶାସନ, ର’ ଏବଂ ମେଙ୍ଗାଲୁରୁ ପୁଲିସ ଗିରଫ କରିଥିଲେ। ରବିକୁ ଭାରତ ପ୍ରତ୍ୟର୍ପଣ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି ଏବଂ ଆସନ୍ତାକାଲି ତାକୁ ଭାରତ ଅଣାଯିବ ବୋଲି ଜଣାପଡ଼ିଛି। ରବି ବିରୋଧରେ ୨୦୦ରୁ ଅଧିକ ଅପରାଧ ମାମଲାରେ ୱାରେଣ୍ଟ ରହିଛି।

ସମ୍ବନ୍ଧିତ ଖବର