ଅନୁମତି ନନେଇ ହାର୍ଦ୍ଦିକଙ୍କ ରୋଡ୍‌ ସୋ’

0 173

ପଟିଦାର ଅନାମତ ଆନ୍ଦୋଳନ ସମିତି(ପାସ୍‌) ନେତା ହାର୍ଦ୍ଦିକ ପଟେଲ ଆଜି ପୁଲିସ ଅନୁମତ ବିନା ଅହମଦାବାଦ୍‌ରେ ରୋଡ୍‌ ସୋ’ କରିଛନ୍ତି। ଏପରିକି ଏଥି ପାଇଁ ମଧ୍ୟ ସେ ଆବେଦନ ସୁଦ୍ଧା ନକରି ଦୀର୍ଘ ୧୫ କିମିର ରୋଡ୍‌ ସୋ’ କରିଛନ୍ତି। ହାର୍ଦ୍ଦିକଙ୍କ ସହ ଶତାଧିକ ସମର୍ଥକ ବାଇକ୍‌ ଶୋଭାଯାତ୍ରାରେ ଯୋଗଦେଇଥିଲେ। ଅହମଦାବାଦରେ ମୋଦି ଓ ରାହୁଲଙ୍କ ରୋଡ୍‌ ସୋ’ ପାଇଁ ପୁଲିସ ଅନୁମତି ଦେଇନଥିବା ବେଳେ ପୁଲିସ ଅନୁମତିକୁ ଖାତିର ନକରି ହାର୍ଦ୍ଦିକଙ୍କ ଏପରି ଧୃଷ୍ଟତା ପାଇଁ ଅହମଦାବାଦ୍‌ ପୁଲିସ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପୁଲିସ କମିସନର ଏକେ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.