ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଉପାଧ୍ୟକ୍ଷଙ୍କ ମୃତଦେହ ଉଦ୍ଧାର

ମୁମ୍ବାଇ: ନିଖୋଜ ଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଉପାଧ୍ୟକ୍ଷ ସିଦ୍ଧାର୍ଥ ସାଂଘଭିଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ୩୯ ବର୍ଷୀୟ ବ୍ୟାଙ୍କ୍‌ ଅଧିକାରୀ ସିଦ୍ଧାର୍ଥଙ୍କୁ ଟଙ୍କା ପାଇଁ ହତ୍ୟା କରାଯାଇଛି ବୋଲି ମୁମ୍ବାଇ ପୁଲିସ କହିଛି। ମାମଲାରେ ମୁଖ୍ୟ ଅଭିଯୁକ୍ତ ସରଫରାଜ୍‌ ସେଖ୍‌କୁ ଆଜି ନଭି ମୁମ୍ବାଇରୁ ଗିରଫ କରାଯାଇଛି। ମୁମ୍ବାଇ ପୁଲିସ ସନ୍ଦେହ କରୁଛି ଯେ ଚୋରି ମାମଲାରେ ସିଦ୍ଧାର୍ଥଙ୍କୁ ହତ୍ୟା କରାଯାଇଛି।

ସମ୍ବନ୍ଧିତ ଖବର