ନେପାଳରେ ଝଡ଼ବର୍ଷା, ୨୫ ମୃତ

କାଠମାଣ୍ଡୁ: ନେପାଳରେ ରବିବାର ସନ୍ଧ୍ୟାରେ ବଡଧରଣର ଝଡ଼ବର୍ଷା ଯୋଗୁଁ ୨୫ ଜଣ ପ୍ରାଣ ହରାଇଛନ୍ତି। ଆହୁରି ୪୦୦ରୁ ଅଧିକ ଆହତ ହୋଇଥିବାର ମଧ୍ୟ ଖବର ମିଳିଛି। କାଠମାଣ୍ଡୁ ଠାରୁ ୧୨୮ କିଲୋମିଟର ଦୂର ବରା ଏବଂ ପରସା ଜିଲ୍ଲାରେ ପ୍ରବଳ ବେଗରେ ଝଡ ପବନ ସହ ବର୍ଷା ଶହଶହ ଗ୍ରାମରେ ବିତ୍ପାତ ଘଟାଇଥିଲା। ଉଭୟ ସେନା ଏବଂ ପୋଲିସକୁ ଉଦ୍ଧାର ଓ ସହାୟତା  କାର୍ଯ୍ୟରେ ନିୟୋଜନ କରାଯାଇଛି।

ସମ୍ବନ୍ଧିତ ଖବର