ଆତ୍ମଘାତୀ ବିସ୍ଫୋରଣ, ୫୦ ମୃତ

କାବୁଲ୍‌: ଆଫଗାନିସ୍ତାନ ରାଜଧାନୀ କାବୁଲ୍‌ରେ ଆଜି ମୁସଲିମ୍‌ ଧାର୍ମିକ ଗବେଷକଙ୍କ ସମ୍ମିଳନୀରେ ଆତ୍ମଘାତୀ ବିସ୍ଫୋରଣ ହୋଇ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ୬୦ ଜଣ ଆହତ ହୋଇଛନ୍ତି। ‌ତେବେ ମୃତ ୫୦ ଜଣ ସମସ୍ତେ ଧାର୍ମିକ ଗବେଷକ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର