ହୁରିୟତ୍‌ ନେତା ହାଫିଜୁଲା ମିର୍‌ଙ୍କୁ ହତ୍ୟା

ଶ୍ରୀନଗର: ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲ୍ଲାରେ ଆଜି ହୁରିୟତ୍‌ ନେତା ହା‌ଫିଜୁଲା ମିର୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। କଶ୍ମୀରର ଏହି ବିଚ୍ଛିନ୍ନତାବାଦୀ ନେତାଙ୍କୁ ଅଚବଲ୍‌ ବୁଧ୍ର ଅଞ୍ଚଳ ସ୍ଥିତ ତାଙ୍କ ବାସଭବନରେ କିଛି ଦୁର୍ବୃତ୍ତ ଗୁଳି କରିଥିଲେ।

ସମ୍ବନ୍ଧିତ ଖବର