୨୦୦୭ ହାଇଦ୍ରାବାଦ ବିସ୍ଫୋରଣ: ୨ ଦୋଷୀସାବ୍ୟସ୍ତ:ସୋମବାର ଦଣ୍ଡାଦେଶ ଶୁଣାଣି

ହାଇଦ୍ରାବାଦ: ୨୦୦୭ ହାଇଦ୍ରାବାଦ ବିସ୍ଫୋରଣ ମାମଲାରେ ଏକ ସ୍ୱତନ୍ତ୍ର କୋର୍ଟ ଆଜି ୨ ଜଣ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ୨ ଜଣ ଭାରତୀୟ ମୁଜାହିଦ୍ଦିନ୍‌ କାର୍ଯ୍ୟକର୍ତ୍ତା ମହମ୍ମଦ ଆକବର ଇସମେଲ୍‌ ଚୌଧୁରୀ ଏବଂ ଅନିକ୍‌ ସାଫିକ୍‌ ସହିଦ ୨୦୦୭ ମସିହାର ଦୁଇଟି ବିସ୍ଫୋରଣ ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ତେବେ ମାମଲାରେ ଅନ୍ୟ ଦୁଇଜଣ ଅଭିଯୁକ୍ତ ଫାରୁକ୍‌ ସାର୍ଫଉଦ୍ଦିନ୍‌ ତରକାସ୍‌ ଏବଂ ମହମ୍ମଦ ସଦିକ୍‌ ଇସରାର୍‌ ସାଇକ୍‌ଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ଆସନ୍ତା ସୋମବାର ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଣି ହେବ। କରିଥିଲେ।

ସମ୍ବନ୍ଧିତ ଖବର