ମୁଁ ମରିଯିବି ପଛେ ମୋଦୀଙ୍କ ମାତା-ପିତାଙ୍କୁ ଅସମ୍ମାନ କରିବି ନାହିଁ : ରାହୁଲ ଗାନ୍ଧୀ

1

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ମେ’ ୧୯ରେ ହେବାକୁ ଥିବା ବେଳେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ପ୍ରଚାର ସମୟରେ ସବୁ ଦଳ ନିଜ ବିପକ୍ଷ ଦଳ ବିରୋଧରେ ବୟାନବାଜି କରୁଥିବା ଦେଖିବାକୁ ମିଳିଛି । ଖାସ୍‌ କରି ବିଜେପି ଏବଂ କଂଗ୍ରେସ ମଧ୍ୟରେ ଜାରି ରହିଥିବା ବୟାନବାଜିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଭ୍ରଷ୍ଟାଚାରୀ ନମ୍ବର ଓ୍ଵାନ୍‌ ବୋଲି କହିଥିବା ବେଳେ ଏହାକୁ କେନ୍ଦ୍ର କରି ରାହୁଲ ନିଜର ବୟାନ ଦେଇଛନ୍ତି ।

Madhyamam

ତାଙ୍କ କହିବା ଅନୁଯାୟୀ, ମୋଦୀଜୀ ଘୃଣାଭାବ ରଖି କଥା ହୋଇଥାନ୍ତି । ସେ ମୋ ପରିବାରର ସଦସ୍ୟଙ୍କୁ ଅପମାନ କରି ଆସିଛନ୍ତି । କିନ୍ତୁ ମୁଁ ବଞ୍ଚିଥିବା ଯାଏ ଏଭଳି କାମ କେବେ ହେଲେ କରିବି ନାହିଁ । ମରିଯିବି ପଛେ କିନ୍ତୁ ମୋଦୀଜୀଙ୍କ ମାତା-ପିତାଙ୍କୁ କେବେ ହେଲେ ଅପମାନ କରିବି ନାହିଁ । କାରଣ ମୁଁ ଆର୍‌ଏସ୍‌ଏସ୍‌ କି ବିଜେପିର ନେତା ନୁହେଁ । ମୁଁ କଂଗ୍ରେର ନେତା । ଯଦି ମୋ ପାଇଁ କିଏ ନିଜ ମନରେ ଘୃଣାଭାବ ରଖୁଛି, ତେବେ ମୁଁ ତାଙ୍କ ସହ ଶ୍ରଦ୍ଧାର ସହ କଥା ହେବି । ଆମେ ମୋଦୀଜୀଙ୍କୁ ଭଲ ପାଇବାର ସହ ହରାଇବୁ ବୋଲି କହିଛନ୍ତି ରାହୁଲ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. ସଂଜୀବ says

    ହଇରେ ହାରାମି ତୋର ବାପା ଗୋସେଇଁ ମା ସବୁ ଦେଶର ସଂମ୍ପତି ଚୋରେକି ଚୋରେଇକି ଖାଇଛନ୍ତି ସେଥିପାଇଁ ମୋଦି କହୁଛନ୍ତି ତୋର ବାପାକୁ ତା ତମେ ସଂମାନ ଦଉନ ଆଜି ଯାଏ .ମୋଦିନ୍କ ତା କିଏ ଦେଶର କିଛି ଚୋରେଈନାହାନ୍ତି ତୁ ତାଙ୍କ ମା ବାପା ଙ୍କୁ ଅପମାନ କଷିଙ୍କି କରିବୁ ବେ ହଗୁରା ଦେଶ ର ଶଳା ପପୁ କହିଲା କଣ ଆଲୁରୁ ସୁନା କାଡିବ ତୋର ମାକୁ ଧରିକି ଇଟାଲୀ ପଳା !