ଉପସ୍ଥାନ କମିବାରୁ ଆଇଆଇଟି ଛାତ୍ରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଆଇଆଇଟି ମାଡ୍ରାସର ଜଣେ ଛାତ୍ର ତାଙ୍କର ଉପସ୍ଥାନ କମିଯିବାରୁ ହଷ୍ଟେଲ୍‌ ପ୍ରକୋଷ୍ଠରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। କମ୍‌ ଉପସ୍ଥାନ କାରଣରୁ ତାଙ୍କୁ ଶେଷ ବର୍ଷର ପରୀକ୍ଷା ଦେବାକୁ ମିଳିବ ନାହିଁ ବୋଲି ଜାଣିବା ପରେ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ନାମ ସହଲ କୋର୍‌ମନ ଏବଂ ସେ କେରଳର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର