ବିଜୟୱାଡ଼ା : ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ତାଙ୍କ ବାସଭବନରୁ ହଟାଯିବ। ବେଆଇନ ଭାବେ ଏକ ନଦୀଶଯ୍ୟା ଉପରେ ନାଇଡ଼ୁ ଘର ନିର୍ମାଣ କରିଥିବାରୁ ଏହି ଘରକୁ ଭାଙ୍ଗି ଦିଆଯିବ ବୋଲି ମଙ୍ଗଳଗିରି ବିଧାୟକ ଆଲ୍ଲା ରାମକୃଷ୍ଣ ରେଡ୍ଡି କହିଛନ୍ତି।
ବେଆଇନ ନିର୍ମାଣ:ନାଇଡୁଙ୍କ ବାସଭବନ ଭଙ୍ଗାଯିବ
/sambad/media/post_attachments/wp-content/uploads/2019/06/naidu-building.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)