ଲୁଧିଆନାରେ ବାଜି ମାରିଲା କଂଗ୍ରେସ

ଲୁଧିଆନା: ପଞ୍ଜାବର ଲୁଧିଆନା ପୌରପାଳିକା ନିର୍ବାଚନରେ କଂଗ୍ରେସ ବାଜି ମାରିନେଇଛି। କଂଗ୍ରେସ ଦଳ ମୋଟ ୯୫ ଆସନରୁ ୬୨ଟି ଆସନରେ ବିଜୟୀ ହୋଇଥିବା ବେଳେ ଶିରୋମଣି ଅକାଳୀ ଦଳକୁ ୧୧ଟି, ବିଜେପିକୁ ୧୦ଟି ଓ ଆପ୍‌କୁ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଗତ ୨୪ ତାରିଖରେ ଏହି ନିଗମ ପାଇଁ ମତଦାନ ହୋଇଥିଲା।

ସମ୍ବନ୍ଧିତ ଖବର