ଆମେରିକାରେ ଅନୁପ୍ରବେଶ, ଗିରଫ ଭାରତୀୟଙ୍କ ସଂଖ୍ୟା ୩ ଗୁଣ ବଢ଼ିଛି

ୱାସିଂଟନ୍‌: ଆମେରିକାରେ ବେଆଇନ ଭା‌ରତୀୟ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତବର୍ଷ‌ ଏଥିପାଇଁ ଭାରତୀୟଙ୍କ ଗିରଫ ସଂଖ୍ୟା ପୂର୍ବ ବର୍ଷ ଅପେକ୍ଷା ୩ ଗୁଣ ବୃଦ୍ଧି ପାଇଛି। ଆମେରିକାକୁ ବେଆଇନ ଭାବେ ଅନୁପ୍ରବେଶ କରୁଥିବା ଲୋକଙ୍କ ମଧ୍ୟରେ ଭାରତର ସର୍ବାଧିକ ରହିଥିବା ଜଣାପଡ଼ିଛି। ସିବିପି (କଷ୍ଟମ୍‌ସ ଆଣ୍ଡ୍‌ ବର୍ଡର ପ୍ରୋଟେକସନ୍‌) ମୁଖପାତ୍ର ସାଲ୍‌ଭାଡ଼ର ଜାମୋରା କହିଛନ୍ତି, ଅନେକ ଭାରତୀୟ ବେଆଇନ ଭାବେ ଆମେରିକା-‌େମକ୍ସିକୋ ସୀମା‌ ଦେଇ ଆମେରିକାକୁ ଅନୁପ୍ରବେଶ କରୁଛନ୍ତି।

ସମ୍ବନ୍ଧିତ ଖବର