ଭାରତ ବନାମ ପାକିସ୍ତାନ

ନୂଆଦିଲ୍ଲୀ : ପୁଲଵାମା ଆତଙ୍କବାଦୀ ଆକ୍ରମଣ ପରେ ଏବେ ପ୍ରତ୍ୟେକ ଭାରତବାସୀଙ୍କ ରକ୍ତ ଟକମକ ହେଉଛି। ପ୍ରତିଶୋଧ ନିଆଁରେ ପାକିସ୍ତାନକୁ ସମ୍ପୂର୍ଣ୍ଣ ଛାରଖାର କରିବେବାକୁ ମଧ୍ୟ ସାଧାରଣରେ ମତ ପ୍ରକାଶ ପାଉଛି। ଆଉ ସର୍ଜିକାଲ୍ ଷ୍ଟ୍ରାଇକ୍ ନକରି ସମ୍ପୂର୍ଣ୍ଣ ଯୁଦ୍ଧ ଘୋଷଣା କରିବାକୁ ସାଧାରଣ ଲୋକଟିଏ ବି ଆଶା ପୋଷଣ କରୁଛି। ତେବେ ଯୁଦ୍ଧର ପରିଣାମ କଣ ହେବ ସେଥିପ୍ରତି କେହି ସାମାନ୍ୟତମ ଚିନ୍ତା ବି କରୁନାହାନ୍ତି। ଏ ପରିପ୍ରେକ୍ଷୀରେ ଭାରତ ଏବଂ ପାକିସ୍ତାନର ଶକ୍ତି ସାମର୍ଥ୍ୟ ଉପରେ ଏକ ବିହଙ୍ଗାଲୋକନ କରିବା ଉଚିତ ମନେ କରାଯାଉଛି।

 

ସମ୍ବନ୍ଧିତ ଖବର