ଏରି‌ଜୋନାରେ ଭାରତୀୟ ପ୍ରବାସୀ ବାଳିକାଙ୍କ ଅଂଶୁଘାତରେ ମୃତ୍ୟୁ

ଏରିଜୋନା: ଆମେରିକାର ଏରିଜୋନା ମରୁଭୂମି‌ରେ ଆଜି ଜଣେ ୬ ବର୍ଷୀୟା ଭାରତୀୟ ପ୍ରବାସୀ ଶିଶୁ ଅଂଶୁଘାତରେ ପ୍ରାଣ ହରାଇଛି। ଗୁରୁପ୍ରୀତ କୌର ନାମକ ଏହି ଶିଶୁର ମା’ ଏରିଜୋନାରେ ଜଳ ସନ୍ଧାନରେ ଯାଇଥିବାବେଳେ ଶିଶୁଟି ଅଂଶୁଘାତରେ ପ୍ରାଣ ହରାଇଥିବା ପ୍ରକାଶ। ଉଲ୍ଲେଖଯୋଗ୍ୟ ଅଧିକ ସଂଖ୍ୟା‌ରେ ଭାରତୀୟ ନାଗରିକ ଏବେ ମେକ୍ସିକୋ ଦେଇ ଆମେରିକାକୁ ପ୍ରବେଶ କରୁଛନ୍ତି। ମେକ୍ସିକୋ ଦେଇ ମାନବ ଚାଲାଣକାରୀ ରୢାକେଟ୍‌ ମା-ଝିଅଙ୍କୁ ମରୁଭୂମିରେ ଆଣି ଛାଡ଼ି ଦେଇଥିଲେ ବୋଲି ତଦନ୍ତକାରୀ ପୁଲିସ କହିଛି।

ସମ୍ବନ୍ଧିତ ଖବର