ଇଣ୍ଟରସିଟି ଟ୍ରେନ୍‌ରେ ବିସ୍ଫୋରଣ

ଗୌହାଟି: ଆସାମର ଉଦଲଗୁଡ଼ି ଜିଲ୍ଲାରେ ଆଜି ଏକ ଇଣ୍ଟରସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ବିସ୍ଫୋରଣ ହୋଇ ୧୧ ଜଣ ଆହତ ହୋଇଛନ୍ତି। ନର୍ଥଇଷ୍ଟ୍‌ ଫ୍ରଣ୍ଟିୟର ରେଲ୍‌ୱେ ମୁଖପାତ୍ର କହିଛନ୍ତି ଯେ ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ରାଜ୍ୟ ରାଜଧାନୀ ଗୌହାଟିଠାରୁ ୯୫ କିମି ଦୂର ହରିସିଙ୍ଗା ରେଳ ଷ୍ଟେସନ୍‌ ନିକଟରେ କାମାକ୍ଷା-ଡେକାରଗାଓଁ ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ବିସ୍ଫୋରଣ ହୋଇଛି।

ସମ୍ବନ୍ଧିତ ଖବର