ଭାରତରେ ଆକ୍ରମଣ ପାଇଁ ଜୈଶ୍‌ ଓ ଲସ୍କରର ଯୋଜନା

ନୂଆଦିଲ୍ଲୀ: ଆଜି କଶ୍ମୀରରୁ ଜଣେ ଆତଙ୍କବାଦୀକୁ ବିଏସ୍‌ଏଫ୍‌ ଗିରଫ କରିବା ପରେ ତା’ଠାରୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଗିରଫ ଆତଙ୍କବାଦୀ ହେଉଛି ଆସିକ୍‌ ବାବା। ପାକିସ୍ତାନର ଆତଙ୍କବାଦୀ ସଗଠନ ଗୁଡ଼ିକ ଭାରତ ବିରୁଦ୍ଧରେ ଏକ ବଡ଼ଧରଣର ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଥିବା ସେ ସ୍ୱୀକାର କରିଛି। ପାକ୍‌ ଅଧିକୃତ କଶ୍ମୀରରେ ଏଥିପାଇଁ ଦୁଇ କୁଖ୍ୟାତ ଆତଙ୍କବାଦୀ ସଗଠନ ଜୈଶ୍‌-ଇ-ମହମ୍ମଦ, ଲସ୍କର ପ୍ରାୟ ୫ଶହ ଆତଙ୍କବାଦୀଙ୍କୁ ତାଲିମ୍‌ ଦେଉଥିବା ସେ କହିଛି।

ସମ୍ବନ୍ଧିତ ଖବର