ଜମ୍ମୁରେ ଆତଙ୍କବାଦୀ ଗିରଫ

ଶ୍ରୀନଗର: ସ୍ୱାଧୀନତା ଦିବସରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ଯୋଜନା କରୁଥିବା ଜଣାପଡ଼ିଛି। ଦିଲ୍ଲୀରେ ଆତଙ୍କବାଦୀମାନେ ଆକ୍ରମଣ ଯୋଜନା ଚଳାଇଥିବାରୁ ସୁରକ୍ଷାବାହିନୀ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଏକ ବଡ଼ ଧରଣର ଆତଙ୍କବାଦୀ କାଣ୍ଡକୁ ପୁଲିସ ପଣ୍ଡ କରିଦେଇଛି। ଜଣେ ଆତଙ୍କବାଦୀକୁଜମ୍ମୁରୁ ଗିରଫ କରାଯାଇଛି। ତା ନିକଟରୁ ୮ଟି ଗ୍ରେନେଡ୍‌ ଓ ୬୦,୦୦୦ ଟଙ୍କା ଜବତ କରାଯାଇଛି।

ସମ୍ବନ୍ଧିତ ଖବର