ମୋଦୀଙ୍କ ନାମରେ ଜେଏନ୍‌ୟୁ ନାମିତ ପାଇଁ ଦାବିକଲେ ସାଂସଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)କୁ ନାମିତ କରିବା ପାଇଁ ବିଜେପି ସାଂସଦ ହଂସ ରାଜ ହଂସ ଦାବି କରିଛନ୍ତି। ଜେଏନ୍‌ୟୁ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର