ଦୁର୍ଗାପୂଜା ପାଣ୍ଠି ଯୋଗାଣ ପ୍ରସଙ୍ଗ, ଆଜି ସୁପ୍ରିମ୍ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଦୁର୍ଗାପୂଜା ପାଇଁ ପ୍ରତି ପୂଜା କମିଟିକୁ ୧୦,୦୦୦ ଟଙ୍କା ଲେଖାଏଁ ଦେବା ପାଇଁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଚାଲେଞ୍ଜ୍‌ କରି ସୁପ୍ରିମ୍ କୋର୍ଟରେ ଏକ ଆବେଦନ ହୋଇଛି। ଏହି ଆବେଦନର ଶୁଣାଣି ଶୁକ୍ରବାର ହେବ ମମତା ବାନାର୍ଜୀ ସରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବେ ନାହିଁ ବୋଲି କୋଲ୍‌କାତା ହାଇକୋର୍ଟ ବୁଧବାର କହିବା ପରେ ଆବେଦନକାରୀ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର