ବେଗୁସରାଇରୁ ପ୍ରାର୍ଥୀପତ୍ର ଦାଖଲ କଲେ କହ୍ନେୟା କୁମାର

0

ପାଟନା : ପୂର୍ବତନ ଜେଏନ୍‌ୟୁ ଛାତ୍ରନେତା କହ୍ନେୟା କୁମା‌ର ଆଜି ବିହାରର ବେଗୁସରାଇ ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଥିରେ ବହୁ ସଂଖ୍ୟାରେ ଯୁବକ ସାମିଲ ହୋଇଥିଲେ ଏବଂ ପ୍ରାୟ ୨ କିମି ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ଏହି ଆସନରେ ବିଜେପି ନେତା ଗିରିରାଜ ସିଂହଙ୍କ ସହିତ କହ୍ନେୟାଙ୍କର ମୁକାବିଲା ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.