ଥଇଥାନ କେନ୍ଦ୍ରରେ କପିଲ୍‌ ଶର୍ମା

ବେଙ୍ଗାଲୁରୁ : ହାସ୍ୟ ଅଭିନେତା କପିଲ୍‌ ଶର୍ମା ଏବେ ବେଙ୍ଗାଲୁରୁର ଏକ ଥଇଥାନ କେନ୍ଦ୍ରରେ ଅଛନ୍ତି। କପିଲ୍‌ ନିଶା ଛଡ଼ାଇବା ଏବଂ ନିଜର ଓଜନ କମାଇବା ପାଇଁ ଏକ ଆଶ୍ରମରେ ପ୍ରାକୃତିକ ଚିକିତ୍ସାରେ ରହିଛନ୍ତି। ତେବେ ଆସନ୍ତା ଅକ୍ଟୋବର ୨୮ ତାରିଖରେ ସେ ମୁମ୍ବାଇ ଫେରିବେ ଏବଂ ତାଙ୍କ ସୋ’ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ।

ସମ୍ବନ୍ଧିତ ଖବର