ଶିଲଙ୍ଗ୍: ସାରଦା ଚିଟ୍ ଫଣ୍ଡ୍ ଦୁର୍ନୀତି ସଂକ୍ରାନ୍ତରେ ପଚରା ଉଚୁରା ଲାଗି ଶନିବାର ଦିନ କୋଲକାତା ପୁଲିସ କମିସନର୍ ରାଜୀବ କୁମାର ଶିଲଙ୍ଗ୍ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।
ସିବିଆଇ କୁମାରଙ୍କୁ ଗିରଫ କରି ପାରିବ ନାହିଁ ବୋଲି ସ୍ପଷ୍ଟ କରିବା ପରେ ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶମତେ ଶୁକ୍ରବାର ଦିନ କୁମାର ମେଘାଳୟର ରାଜଧାନୀ ଶିଲଙ୍ଗ୍ ଠାରେ ପହଞ୍ଚିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/kolkata-police.jpg)