ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ ବିସ୍ଫୋରଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଧର୍ମପେଣ୍ଠା ନିକଟରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି। ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଧର୍ମପେଣ୍ଠା ଠାରେ ରାସ୍ତା ଉପରେ ଥିବା କଲଭର୍ଟଟି ସମ୍ପୂର୍ଣ୍ଣ ଉଡ଼ିଯାଇଛି। ଫଳରେ ରାସ୍ତା ଯୋଗା ଯୋଗ ବିଛିନ୍ନ ହୋଇଯାଇଛି। ତେବେ ମାଓବାଦୀଙ୍କ ଏହି ବିସ୍ଫୋରଣରେ କୌଣସି ଧନଜୀବନ ନଷ୍ଠ ହୋଇ ନାହିଁ।

ସମ୍ବନ୍ଧିତ ଖବର