ଆନ୍ଧ୍ର ପ୍ରଦେଶ ପରେ ସିବିଆଇକୁ ମନା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗକୁ ମଧ୍ୟ ସିବିଆଇ ବିନା ଅନୁମତିରେ ପ୍ରବେଶ କରିପାରିବ ନାହିଁ। ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟ ମାମଲାରେ ତଦନ୍ତ କରିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଷ୍ପତ୍ତି ନେଇଛନ୍ତି। ରାଜନୈତିକ ଉଦ୍ଦେଶ୍ୟରେ ସିବିଆଇକୁ ବ୍ୟବହାର କରାଯାଉଥିବା ଅଭିଯୋଗ ହେବା ପରେ ଗୁରୁବାର ସକାଳୁ ଆନ୍ଧ୍ରପ୍ରଦେଶ ସରକାର ସିବିଆଇକୁ ରାଜ୍ୟ ମାମଲାରେ ହସ୍ତକ୍ଷେପ ମନା କରିଥିଲେ।

ସମ୍ବନ୍ଧିତ ଖବର