ତେଲ ଦରବୃଦ୍ଧି ପାଇଁ ୟୁପିଏ ବି ଦାୟୀ: ମାୟାବତୀ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପାଇଁ ଏନ୍‌୍‌ଡିଏ ସରକାର ସହିତ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ମଧ୍ୟ ସମପରିମାଣରେ ଦାୟୀ ବୋଲି ବିଏସ୍‌୍‌ପି ସୁପ୍ରିମୋ ମାୟାବତୀ କହିଛନ୍ତି। ମାୟାବତୀଙ୍କ ଏଭଳି ବୟାନ କଂଗ୍ରେସକୁ ବିସ୍ମିତ କରିଥିବା ବେଳେ ୨୦୧୯ ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟ ପାଇଁ ଏହା ଏକ ବଡ଼ ଝଟ୍‌୍‌କା ବୋଲି କୁହାଯାଉଛି। ନିକଟରେ କଂଗ୍ରେସର ଭାରତ ବନ୍ଦକୁ ମଧ୍ୟ ମାୟାବତୀ ସମର୍ଥନ କରିନଥିଲେ।

ସମ୍ବନ୍ଧିତ ଖବର