ଇମ୍ରାନ୍‌ଙ୍କୁ ମୋଦୀଙ୍କ ଫୋନ୍‌କଲ୍‌ ଏକ ସକାରାତ୍ମକ ପଦକ୍ଷେପ

ନୂଆଦିଲ୍ଲୀ: ପାକିସ୍ତାନ ତେହରିକ୍‌ ଏ ଇନସାଫ୍‌ ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ ନିର୍ବାଚନ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଯେଉଁ ଫୋନ୍‌ କଲ୍‌ କଲେ ତାହା ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ପାଇଁ ଏକ ସରାକାତ୍ମକ ପଦକ୍ଷେପ ବୋଲି ଆଜି ନୂଆଦିଲ୍ଲୀକୁ ଇସଲାମାବାଦ୍‌ର ରାଷ୍ଟ୍ରଦୂତ କହିଛନ୍ତି। ପାକିସ୍ତାନର ହାଇ କମିସନର ସୋହେଲ ମହମ୍ମଦ ଆଜି ପାକିସ୍ତାନ ସ୍ୱାଧୀନତା ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର