ଜାତୀୟ ଦିବ୍ୟାଙ୍ଗ ଦିବସ : ରୁଶାଲି ଜେନାଙ୍କୁ ପୁରସ୍କୃତ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଦିବ୍ୟଙ୍ଗନ ସଶକ୍ତିକରଣ ରାଷ୍ଟ୍ରିୟ ପୁରସ୍କାର ୨୦୧୮ରେ ରୋଲ୍‌ ମଡେଲ କ୍ୟାଟେଗୋରିରେ ଓଡ଼ିଶାର ରୁଶାଲି ଜେନାଙ୍କୁ ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁ ପୁରସ୍କୃତ କରିଛନ୍ତି। ପ୍ରଥମଥର ପାଇଁ ଜାତୀୟ ସ୍ତରରେ ରୁଶାଲିଙ୍କୁ ଚୟନ କରାଯାଇଥିଲା। ଏହା ପୂର୍ବରୁ ରୁଶାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କଠାରୁ ରେଡ୍‌କ୍ରସ୍‌ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି।

ସମ୍ବନ୍ଧିତ ଖବର