ମନ୍ତବ୍ୟ

ମୋ ବଡ଼ପୁଅ ସନ୍ନି ଦେଓଲ୍‌ର ଯୋଉ ଗୋଟିଏ କଥା ମୋତେ ଭଲ ଲାଗେନାହିଁ, ତାହା ହେଲା, ସେ ମାତ୍ରାଧିକ ଅନ୍ତର୍ମୁଖୀ
ଧର୍ମେନ୍ଦ୍ର, ଚଳଚ୍ଚିତ୍ର ଅଭିନେତା
ସାଂସଦ ଓ ବିଧାୟକଙ୍କ ପାଇଁ ଆଦର୍ଶ ଆଚରଣବିଧି ଲୋଡ଼ା
ଭେଙ୍କୟା ନାଇଡୁ, ଉପରାଷ୍ଟ୍ରପତି
ଏ ବର୍ଷ ଏଯାଏ ବର୍ଷା ଓ ବନ୍ୟାରେ ୧୪୦୦ ଲୋକ ପ୍ରାଣ ହରାଇଲେଣି
ରାଜନାଥ ସିଂହ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
କେବଳ ପ୍ରତିଦ୍ୱନ୍ଦ୍ୱିତା କଲେ ଯଥେଷ୍ଟ ନୁହେଁ, ସୀମା ଲଂଘିବାର କଳା ମଧ୍ୟ ଶିଖିବାକୁ ପଡ଼ିବ
ବିରାଟ କୋହଲି
ଭାରତୀୟ କି୍ରକେଟ୍‌ ଦଳ ଅଧିନାୟକ
୨୦୧୯ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ‘ପାପ’ର ଦହିହାଣ୍ଡି ଭଙ୍ଗାଯିବ
ଅଶୋକ ଚୌହାନ
ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ

ସମ୍ବନ୍ଧିତ ଖବର