ବି‌େରାଧୀ ରୋକିପାରିବେନି

ହରିଦ୍ବାର: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ବିରୋଧୀ ଦଳଗୁଡ଼ିକ ରୋକିପାରିବେ ନାହିଁ ବୋଲି ଆଜି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ସେ କହିଛନ୍ତି, ଦେଶରେ ଅଧିକାଂଶ ଲୋକ ଭଗବାନ ଶ୍ରୀରାମଙ୍କ ଭକ୍ତ ହୋଇଥିବାରୁ ବିରୋଧୀ ଏ କ୍ଷେତ୍ରରେ କୌଣସି ନକାରାତ୍ମକ ପଦକ୍ଷେପ ନେଇପାରିବେ ନା‌ହିଁ। ପତଞ୍ଜଳି ଯୋଗପୀଠରେ ଆୟୋଜିତ ଏକ କାର୍ଯ୍ୟକ୍ରମ‌େର ଉଦ୍‌ବୋଧନ ଦେବା ବେଳେ ଭାଗବତ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ଓ ଆରଏସ୍‌ଏସ୍‌ ପ୍ରତିଶ୍ରୁତିବଦ୍ଧ।

ସମ୍ବନ୍ଧିତ ଖବର