ଟ୍ରେନ୍‌ ଦୁର୍ଘଟଣା: ୩ ବର୍ଷରେ ୧୬୦୦ଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଟ୍ରେନ୍‌ ଦୁର୍ଘଟଣାରେ ବିଗତ ୩ ବର୍ଷ ମଧ୍ୟରେ ୧,୬୭୮ ଯାତ୍ରୀ ପ୍ରାଣ ହରାଇଛନ୍ତି। ସମସ୍ତ ଘଟଣାରେ ମୃତକଙ୍କ ଶବ ଜିଆର୍‌ପି ଜରିଆରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଲୋକସଭାରେ ବୁଧବାର ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ୍‌ ଗୋହାଇଁ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର