ଟ୍ରେନ୍‌ରେ ଓହଳିବା କାଳ ହେଲା:୪ ଯାତ୍ରୀଙ୍କ ମୃତ୍ୟୁ

ଚେନ୍ନାଇ: ଚେନ୍ନାଇରେ ଆଜି ଏକ ଅଭାବନୀୟ ଘଟଣାକ୍ରମରେ ଏକ ଲୋକାଲ୍‌ ଟ୍ରେନ୍‌ରେ ଓହଳିି ଯାତ୍ରା କରୁଥିବା ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆଜି ତିରୁମାଲପୁରକୁ ଯାତ୍ରା କରୁଥିବା ଏକ ଚେନ୍ନାଇ ଉପନଗରୀ ଟ୍ରେନ୍‌ରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍‌ ଏକ କଂକ୍ରିଟ୍‌ ବାଡ଼ରେ ପିଟି ହେବାରୁ ଏହି ଲୋକେ ତଳେ ପଡ଼ି ଯାଇଥିଲେ। ଏହାଦ୍ୱାରା ୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର