୧୬ ବର୍ଷ ବୟସରେ ଦୁଷ୍କର୍ମର ଶିକାର ହୋଇଥିଲି: ପଦ୍ମା ଲକ୍ଷ୍ମୀ

ୱାସିଂଟନ୍‌: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମଡେଲ୍‌ ପଦ୍ମା ଲକ୍ଷ୍ମୀ ଆଜି ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ପଦ୍ମା ଲକ୍ଷ୍ମୀ କହ‌ିଛନ୍ତି ଯେ ମାତ୍ର ୭ ବର୍ଷ ବୟସରେ ସେ ଯୌନ ନିର୍ଯାତନାର ଶିକାର ହୋଇଥିଲେ ଏବଂ ୧୬ ବର୍ଷ ବୟସରେ ଦୁଷ୍କର୍ମର ଶିକାର କହିଛନ୍ତି। ଲେଖକ ସଲମାନ୍‌ ରୁସ୍‌ଦିଙ୍କ ପୂର୍ବ ପତ୍ନୀ ପଦ୍ମା କହିଛନ୍ତି, ତାଙ୍କୁ ୧୬ ବର୍ଷ ହୋଇଥିଲା ‌ବେଳେ ତାଙ୍କ ୨୩ ବର୍ଷୀୟ ବୟଫ୍ରେଣ୍ଡ୍‌ ତାଙ୍କୁ୍ ଦୁଷ୍କର୍ମ କରିଥିଲେ।

ସମ୍ବନ୍ଧିତ ଖବର