ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ହନିଟ୍ରାପ୍‌ର ଶିକାର ହେଲେ ବେଙ୍ଗାଲୁରୁର ୬୦ ବର୍ଷୀୟ ବ୍ୟକ୍ତି: ୮୨ ଲକ୍ଷ ଲୁଟିନେଲେ ୨ ମହିଳା

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ୬୦ ବର୍ଷୀୟ ବ୍ୟକ୍ତି ହନିଟ୍ରାପ୍‌ର ଶିକାର ହୋଇଛନ୍ତି। ୨ ଜଣ ମହିଳା ଉକ୍ତ ବ୍ୟକ୍ତିଙ୍କଠାରୁ ୮୨ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଛନ୍ତି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୩ ଜଣ ହେଉଛନ୍ତି ରୀନା ଆନ୍ନାମ୍ମା (୪୦), ସ୍ନେହା (୩୦)…
ଅଧିକ ଖବର ଦେଖନ୍ତୁ...

କୃଷ୍ଣ ଜନ୍ମଭୂମି ନିକଟରେ ବେଆଇନ ନିର୍ମାଣ ମାମଲା: ଉଚ୍ଛେଦ ଅଭିଯାନ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମଥୁରାର କୃଷ୍ଣ ଜନ୍ମଭୂମି ନିକଟରେ ବେଆଇନ ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଉପରେ ସୁପ୍ରିମକୋର୍ଟ ରୋକ୍‌ ଲଗାଇ ଦେଇଛନ୍ତି। ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଏଠାରେ କୌଣସି ଉଚ୍ଛେଦ କାର୍ଯ୍ୟ ହୋଇପାରିବନି। ସମ୍ପୃକ୍ତ ସ୍ଥାନରେ ସ୍ଥିତାବସ୍ଥା ବଜାୟ ରଖିବାପାଇଁ ଜ‌ଷ୍ଟିସ…
ଅଧିକ ଖବର ଦେଖନ୍ତୁ...

ଖଣି ଲିଜ୍‌ଧାରୀଙ୍କୁ ସୁପ୍ରିମକୋର୍ଟ ଛାଟ

ନୂଆଦିଲ୍ଲୀ: ବେଆଇନ ଖଣିଜ ଉତ୍ତୋଳନ କରିଥବା ଖଣି ଲିଜ୍‌ଧାରୀଙ୍କ ପାଖରୁ କ୍ଷତିପୂରଣ ବାବଦରେ ଶୀଘ୍ର ଅର୍ଥ ଆଦାୟ ପାଇଁ ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ନେଇଛନ୍ତି। କ୍ଷତିପୂରଣ ବାବଦରେ ଅର୍ଥ ପୈଠ କରିନଥିବା ଲିଜ୍‌ଧାରୀଙ୍କ ସଂପତ୍ତି ବାଜ୍ୟାପ୍ତି ପାଇଁ ଓଡ଼ିଶା ସରକାରଙ୍କୁ…
ଅଧିକ ଖବର ଦେଖନ୍ତୁ...

କୋଟାରେ ପୁଣି ଛାତ୍ର ଆତ୍ମହତ୍ୟା: ଚଳିତ ମାସର ଚତୁର୍ଥ ମାମଲା, ବର୍ଷର ୨୨ତମ ମାମଲା

ଜୟପୁର: ରାଜସ୍ଥାନର କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏହା ଚଳିତ ମାସର ଚତୁର୍ଥ ଘଟଣା ଏବଂ ଚଳିତ ବର୍ଷର ଏହା ୨୨ତମ ମାମଲା। ବିହାରର ଗୟା ଜିଲ୍ଲାର ୧୮ ବର୍ଷୀୟ ବାଲ୍ମିକୀ ଜଙ୍ଗିଦ କୋଟାରେ ରହି ଜେଇଇ ମେନ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେ କୋଟାର ମହାବୀର ନଗରରେ…
ଅଧିକ ଖବର ଦେଖନ୍ତୁ...

ଗୁପ୍ତ ବୈଠକ ନେଇ ଚର୍ଚ୍ଚା ଥମୁନି: ଶରଦ ପାୱାରଙ୍କୁ ୨ଟି ବଡ଼ ଅଫର୍‌ ଦେଇଛନ୍ତି ଅଜିତ !

ନୂଆଦିଲ୍ଲୀ: ଏନ୍‌ସିପି (ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି) ନେତା ଅଜିତ ପାୱାର ନିକଟରେ ତାଙ୍କ କାକା ଶରଦ ପାୱାରଙ୍କୁ ପୁନେର ଜଣେ ଶିଳ୍ପପତିଙ୍କ ବାସଭବନରେ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ହୋଇଥିବା ବେଳେ ଆଗକୁ ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବ ବୋଲି ଅନୁମାନ…
ଅଧିକ ଖବର ଦେଖନ୍ତୁ...

ଜଷ୍ଟିସ ମୁରଲୀଧରଙ୍କୁ କାହିଁକି ସୁପ୍ରିମ୍‌କୋର୍ଟ ବିଚାରପତି କରାଗଲା ନାହିଁ ?

ନୂଆଦିଲ୍ଲୀ: ନିକଟରେ ଅବସର ଗ୍ରହଣ କରିଥିବା ଜଷ୍ଟିସ୍ ଏସ୍ ମୁରଲୀଧରଙ୍କୁ ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ କାହିଁକି ପଦୋନ୍ନତି ଦିଆଯାଇ ନ ଥିଲା ବୋଲି ତିନିଜଣ ପ୍ରମୁଖ ଜୁରିଷ୍ଟ ‌ମିଳିତଭାବେ ଲେଖିଥିବା ଏକ ନିବନ୍ଧରେ ସୁପ୍ରିମ୍‌କୋର୍ଟ କଲେଜିୟମ୍‌କୁ ପ୍ରଶ୍ନ କରିଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ବର: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ରାତିରେ ଶ୍ରୀମତୀ ସୀତାରମଣ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହାପରେ…
ଅଧିକ ଖବର ଦେଖନ୍ତୁ...

ହଜାରେ ମୂଷାକୁ ମାରି ଏବେ ବିଲେଇ ଧାର୍ମିକ ଯାତ୍ରାରେ ବାହାରିଛି, ରାହୁଲଙ୍କୁ ଟାର୍ଗେଟ କରି ଏଭଳି କହିଲେ ବିଆରଏସ…

ହାଇଦ୍ରାବାଦ: ବୁଧବାର ଦିନ ଭାରତ ରାଷ୍ଟ୍ରୀୟ ସମିତି (ବିଆରଏସ) ଏମଏଲସି କେ କବିତା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରି କହିଛନ୍ତି ଯେ ତାଙ୍କର ଶେଷ ହୋଇଥିବା 'ଭାରତ ଯୋଡ ଯାତ୍ରା' ଏକ ବିଲେଇ ସଦୃଶ, ଯାହା ହଜ ତୀର୍ଥଯାତ୍ରାରେ ଯାଉଥିବା ୧୦୦୦ ମୂଷାଙ୍କ ଜୀବନ ନେଇଛି ।…
ଅଧିକ ଖବର ଦେଖନ୍ତୁ...

ଟ୍ଵିଟରରେ କାହିଁକି ଟ୍ରେଣ୍ଡ୍ କରୁଛି ତାଜମହଲ? ଆଇସିସି ବିଶ୍ୱକପ୍‌ ସହ ଏହା କିପରି ସମ୍ପୃକ୍ତ?

ନୂଆଦିଲ୍ଲୀ: ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ଵିଟରରେ ବୁଧବାର ‘ତାଜମହଲ’ ହ୍ୟାସଟ୍ୟାଗ୍‌ ଲୋକପ୍ରିୟ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଟ୍ଵିଟର ବ୍ୟବହାରକାରୀ ନିଜ ପୋଷ୍ଟରେ ଏହି କିମ୍ବଦନ୍ତୀ ସ୍ମାରକୀକୁ ଟ୍ୟାଗ୍‌ କରିଛନ୍ତି। ଏଥିସହ ଆଇସିସି ବିଶ୍ୱକପ୍‌ ଟ୍ରଫିର ଏକାଧିକ ଫଟୋକୁ…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ଖାଲ ଥିଲେ ଗଛ ଲଗାଅ, ଏଭଳି କାହିଁକି କହିଲେ ରାଜ ଠାକରେ ଜାଣନ୍ତୁ

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ବା ଏମଏନଏସ ମୁଖ୍ୟ ରାଜ ଠାକରେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) କୁ ଟାର୍ଗେଟ କରିଛନ୍ତି | ସେ ବିଜେପିକୁ ତେରେଛା ବାଣ ମାରି କହିଛନ୍ତି ଯେ ବିଜେପି ଦଳ ପ୍ରଥମେ ଅନ୍ୟ ଦଳର ବିଧାୟକଙ୍କୁ ନ ଭାଙ୍ଗି ନିଜର ଦଳ ଗଠନ କରିବା ଉଚିତ। ମୁମ୍ବାଇ…
ଅଧିକ ଖବର ଦେଖନ୍ତୁ...