ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

‘ଲଭ୍ ଜିହାଦ ମହାପଞ୍ଚାୟତ’ ବିରୋଧୀ ଆବେଦନକୁ ଗ୍ରହଣ କଲେନି ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ହିନ୍ଦୁ ସଂଗଠନଗୁଡ଼ିକ ପକ୍ଷରୁ ‘ଲଭ୍‌ ଜିହାଦ ମହାପଞ୍ଚାୟତ’କୁ ରୋକିବା ପାଇଁ କରାଯାଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ବୁଧବାର ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ପ୍ରଭାବିତ ପୁରୋଲା ଟାଉନ ପ୍ରଶାସନ ପକ୍ଷରୁ ଜୁନ୍ ୧୫ରେ ଆହୁତ ଲଭ୍…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍ ଲାଇଭ୍‌ରେ କପିଳ ଶର୍ମାଙ୍କ ସହ-ଅଭିନେତାଙ୍କ ଆତ୍ମହତ୍ୟା ଉଦ୍ୟମ

ମୁମ୍ବାଇ: ହାସ୍ୟାଭିନେତା କପିଲ ଶର୍ମାଙ୍କ କମେଡି ସୋ’ରେ କାମ କରିଥିବା ତୀର୍ଥାନନ୍ଦ ରାଓ ଫେସ୍‌ବୁକ୍ ଲାଇଭ୍‌ରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ତାଙ୍କ ଲିଭ୍‌-ଇନ୍ ପାର୍ଟନର ତାଙ୍କୁ ବ୍ଲାକ୍‌ମେଲ କରୁଥିବା ଓ ତାଙ୍କଠାରୁ ଟଙ୍କା ଲୁଟୁଥିବା ଅଭିଯୋଗ କରିଛନ୍ତି ରାଓ। ଫେସ୍‌ବୁକ୍…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନ ଆଗୁଆ ହୋଇପାରେ: ନୀତୀଶ କୁମାର

ନୂଆଦିଲ୍ଲୀ: ଜୁନ୍‌ ୨୩ ତାରିଖରେ ପାଟନାରେ ବିରୋଧୀ ଦଳ ନେତାମାନଙ୍କ ବୈଠକ ଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ନୀତୀଶ କହିଛନ୍ତି, ଲୋକସଭା ନିର୍ବାଚନ ଆଗୁଆ ହେବା ସମ୍ଭାବନା ରହିଛି। ଚଳିତ ବର୍ଷରେ ହିଁ ଲୋକସଭା ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ବାଇଡେନଙ୍କୁ ଦୁର୍ନୀତିଗ୍ରସ୍ତ କହିଲେ ଟ୍ରମ୍ପ: ରିପବ୍ଲିକାନ ଦଳରେ ଟ୍ରମ୍ପ୍‌ଙ୍କ ପ୍ରତି ସର୍ବାଧିକ ସମର୍ଥନ

ୱାସିଂଟନ: ପୂର୍ବତନ ରାଷ୍ଟ୍ରପତି ତଥା ଦ୍ବିତୀୟ ପାଳି ରାଷ୍ଟ୍ରପତି ଦୌଡ଼ରେ ଥିବା ଡୋନାଲ୍‌ଡ ଟ୍ରମ୍ପ ନ୍ୟାୟ ବିଭାଗ ଦ୍ବାରା ଦୋଷାରୋପିତ ହେବା ପରେ ଆଜି ଏକ ସମାବେଶରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ସେ କ୍ଷମତାର ଦୁରୁପଯୋଗ…
ଅଧିକ ଖବର ଦେଖନ୍ତୁ...

ଅଜିତ ଡୋଭଲ ଅନ୍ତର୍ଜାତୀୟ ସମ୍ପତ୍ତି: ଆମେରିକା ରାଷ୍ଟ୍ରଦୂତ

ନୂଆଦିଲ୍ଲୀ : ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଏରିକ୍‌ ଗାରସେଟ୍ଟି ମଙ୍ଗଳବାର ଭାରତର ଏନ୍‌ଏସ୍‌ଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ ଡୋଭଲଙ୍କୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ‘ଅନ୍ତର୍ଜାତୀୟ ସମ୍ପତ୍ତି’ କହିଛନ୍ତି। ଭାରତର ଏନସଏ ଅଜିତ ଡୋଭଲ କେବଳ ରାଷ୍ଟ୍ରୀୟ ସମ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

୨ ମାଲଗାଡ଼ି ଲାଇନଚ୍ୟୁତ: ଭାଇଜାଗ-ବିଜୟୱାଡ଼ା ରୁଟ୍‌ରେ ରେଳ ଚଳାଚଳ ପ୍ରଭାବିତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ଅଣକପାଲି ଜିଲ୍ଲାରେ ଥାଡ଼ି ଓ ଅଣକପାଲି ରେଳ ଷ୍ଟେସନ ମଝିରେ ବୁଧବାର ଏକ କୋଇଲା ଭର୍ତ୍ତି ମାଲଗାଡ଼ି ଲାଇନଚ୍ୟୁତ ହେବା ପରେ ଉକ୍ତ ରାସ୍ତାରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବୁଧବାର ରାତି ୩ଟା ୩୫ରେ କୋଇଲା ଗାଡ଼ିଟି ଲାଇନଚ୍ୟୁତ ହୋଇଥିଲା। ଏହାଫଳରେ…
ଅଧିକ ଖବର ଦେଖନ୍ତୁ...

ଅନ୍ତ୍ୟେଷ୍ଟି ସମୟରେ ନିଜ କଫିନ ବାଡ଼େଇଲେ ମହିଳା, ଜୀବନ୍ତ ଉଦ୍ଧାର ହେଲେ

ବାବାହୋୟୋ : ଇକ୍ବେଡରର ଜଣେ ୭୬ ବର୍ଷୀୟା ମୃତ ଘୋଷିତ ମହିଳା ବେଲା ମୋଣ୍ଟୋୟା କଫିନ ଭିତରେ ଥାଇ କଫିନକୁ ବାଡ଼େଇବା ଏବଂ ଖୋଲିବା ପରେ ସେଥିରୁ ଜୀବନ୍ତ ବାହାରିବା ଘଟଣା ତାଙ୍କର ସମ୍ପର୍କୀୟ ଓ ଡାକ୍ତରମାନଙ୍କୁ ଚକିତ କରିଦେଇଛି। ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

ତାମିଲନାଡ଼ୁରେ ତଦନ୍ତ ପାଇଁ ଏବେ ସିବିଆଇକୁ ନେବାକୁ ହେବ ରାଜ୍ୟ ସରକାରଙ୍କ ଅନୁମତି

ଚେନ୍ନାଇ : ତାମିଲନାଡୁରେ ଶାସନ କରୁଥିବା ଡିଏମକେ ସରକାରରେ ଶକ୍ତି ଓ ଅବକାରୀ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ଇଡି ଗିରଫ ହେବା ପରେ ରାଜ୍ୟ ସରକାର କେନ୍ଦ୍ରୀୟ ଏଜେନ୍ସିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ତାମିଲନାଡୁରେ କୌଣସି ମାମଲାର ତଦନ୍ତ ପାଇଁ ସିବିଆଇକୁ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

କୋଲକାତା ଏୟାରପୋର୍ଟରେ ଅଗ୍ନିକାଣ୍ଡ

କୋଲକାତା : କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ଏୟାରପୋର୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ଏୟାରପୋର୍ଟର ସିକ୍ୟୁରିଟି ଚେକ-ଇନ କାଉଣ୍ଟର ଅଂଚଳରେ ନିଆଁ ଲାଗିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ୩ଟି ଦମକଳ କର୍ମୀମାନେ ପହଞ୍ଚି ନିଆଁ ଲିଭାଇଥିଲେ । କିଛି ସମୟ ପରେ ନିଆଁକୁ…
ଅଧିକ ଖବର ଦେଖନ୍ତୁ...

ମଣ୍ଡପରେ ସମସ୍ତଙ୍କ ଆଗରେ ବର କାନ୍ଦିବାରୁ ବିବାହ ଭାଙ୍ଗିଲେ କନ୍ୟା, ଥିଲା ଏହି ବଡ଼ କାରଣ

ପାଟନ‌ା: ମଣ୍ଡପରେ ବର କାନ୍ଦିବାରୁ ବିବାହ କରିବାକୁ ମନା କଲେ କନ୍ୟା। ବିହାରର ସାରଣ‌ରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। କୋପାର ପତିଲା ନିବାସୀ ମୋତିଲାଲଙ୍କ ପୁତ୍ର ପ୍ରଶାନ୍ତ ବିବାହ ପାଇଁ ବରଯାତ୍ରୀ ଧରି ମଣ୍ଡପରେ ପହଞ୍ଚିଥିଲେ। ବିବାହକୁ ନେଇ ଉଭୟ ପକ୍ଷ ବହୁତ ଖୁସି ଥିବା ବ‌େଳେ…
ଅଧିକ ଖବର ଦେଖନ୍ତୁ...