ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଗିରଫଦାରୀ ବିରୋଧରେ ସର୍ବୋଚ୍ଚ ଅଦାଲତରେ କରିଥିବା ଆବେଦନକୁ ପ୍ରତ୍ୟାହାର କଲେ କେଜ୍ରିୱାଲ୍‌

ନୂଆଦିଲ୍ଳୀ: ଦିଲ୍ଲୀ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫଦାରୀ ବିରୋଧରେ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନକୁ ଶୁକ୍ରବାର ପ୍ରତ୍ୟାହାର କରିଛନ୍ତି। ତାଙ୍କ ଓକିଲ ଅଭିଷେକ ମନୁ ସିଂଘଭି ଏହି ସୂଚନା ଦେଇଛନ୍ତି। କେଜ୍ରିୱାଲଙ୍କ ଆବେଦନର ଶୁଣାଣି ପାଇଁ ଜଷ୍ଟିସ ସଞ୍ଜୀବ…
ଅଧିକ ଖବର ଦେଖନ୍ତୁ...

କେଜ୍ରିୱାଲଙ୍କୁ ବହୁତ ବୁଝାଇଥିଲି, ଏବେ ତାଙ୍କ ଅବସ୍ଥା ଦେଖି ଦୁଃଖ ହେଉନାହିଁ: ଆନ୍ନା ହଜାରେ

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ୯ଥର ଏହି ମାମଲା ପାଇଁ ପଚରାଉଚରା କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ ପଠାଇଥିଲେ ବି ହାଜର ହୋଇନଥିଲେ କେଜ୍ରିୱାଲ। ଏଥିପାଇଁ ଗୁରୁବାର ତାଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ଇଡ଼ି ଅଧିକାରୀଙ୍କ ଉପରେ ଗୁପ୍ତଚର କାର୍ଯ୍ୟ କରୁଥିଲେ କେଜ୍ରିୱାଲ୍‌

ନୂଆଦିଲ୍ଳୀ: ଦିଲ୍ଲୀ ମଦ ନୀତି ମାମଲାରେ ଗତକାଲିଠାରୁ ଗିରଫ ହୋଇ ସାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌। ଏବେ ସୂତ୍ରରୁ ପ୍ରକାଶ ଯେ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀଙ୍କ ଉପରେ ଗୁପ୍ତଚର କାର୍ଯ୍ୟ କରୁଥିଲେ ଏବଂ ଅନୁସନ୍ଧାନକାରୀ ସଂସ୍ଥା ଏହାର…
ଅଧିକ ଖବର ଦେଖନ୍ତୁ...

କେଜ୍ରିୱାଲଙ୍କ ଆବେଦନର ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କ ଗିରଫଦାରୀ ବିରୋଧରେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏମ.ଏମ ସୁନ୍ଦରେସ ଏବଂ ଜଷ୍ଟିସ ବେଲା ଦ୍ୱିବେଦୀଙ୍କୁ ନେଇ ଗଠିତ…
ଅଧିକ ଖବର ଦେଖନ୍ତୁ...

ସଫଳତାର ସହ ଲଞ୍ଚ ହେଲା ସ୍ବଦେଶୀ ପୁୁଷ୍ପକ ବିମାନ

ନୂଆଦିଲ୍ଲୀ: ଏସୟୁଭି ଆକାରର ସ୍ବଦେଶର ୱିଙ୍ଗ୍‌ ‌ରକେଟ୍‌ ଅ‌ାଜି ସଫଳତାର ସହ ଲଞ୍ଚ୍‌ ହୋଇଯାଇଛି।  ଆଜି ସକାଳେ କର୍ଣ୍ଣାଟକର ଏକ ରନୱେରେ ଅବତରଣ କରି ଦେଶର ପୁନବ୍ୟବହାର ଯୋଗ୍ୟ ରକେଟ୍ ବିଭାଗରେ ପ୍ରବେଶ କରିବାରେ ଏକ ପ୍ରମୁଖ ମାଇଲଖୁଣ୍ଟକୁ ଚିହ୍ନିତ କରିଛି। ପରୀକ୍ଷଣର ଏକ ଅଂଶ ଭାବରେ…
ଅଧିକ ଖବର ଦେଖନ୍ତୁ...

ଭାଙ୍ଗିଗଲା ନିର୍ମାଣାଧିନ ପୋଲ, ଜଣେ ମୃତ; ଅନେକ ହସ୍ପିଟାଲ୍‌ରେ ଭର୍ତ୍ତି

ପାଟ୍‌ନା: ବିହାରର ସୁପୌଲରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ିବା ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହ ଅନେକ ଶ୍ରମିକ ଫସି ରହିଥିବା ରିପୋର୍ଟରୁ ପ୍ରକାଶ ପାଇଛି। କୋସି ନଦୀ ଉପରେ ନିର୍ମିତ ଏକ ନିର୍ମାଣାଧୀନ ପୋଲର ଏକ ସ୍ଲାବ ଭୁଶୁଡ଼ିବା ପରେ ଏହି ଘଟଣା ଘଟିଛି। ପରେ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

କେଜ୍ରିୱାଲ୍‌ଙ୍କୁ ଗିରଫ ପରେ ବିରୋଧ କଲେ ଆପ୍‌ କର୍ମୀ; ଅଦାଲତରେ ଶୁଣାଣି ଆଜି

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗତ ସଂଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଗିରଫ ହୋଇଛନ୍ତି। ଏହି ଗିରଫକୁ ବିରୋଧ କରୁଛି ତାଙ୍କ ଦଳ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)। ଏହି ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୁପ୍ରିମୋ ତଥା ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ଆଞ୍ଚଳିକ ଦଳ ଉପରେ ବିଜେପି, କଂଗ୍ରେସର ଆଖି: ୧୨ ରାଜ୍ୟରେ କଡ଼ା ଟକ୍କର ହୋଇପାରେ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସହିତ ସାରାଦେଶରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ନିର୍ବାଚନ ତାରିଖ ଘୋଷଣାର ଯଥେଷ୍ଟ ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲା। ଗତ ୧୦ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେପି…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ବିରୋଧରେ ଗର୍ଜିଲେ ରାହୁଲ-ସୋନିଆ: କଂଗ୍ରେସର ନିର୍ବାଚନ ଲଢ଼ିବା କ୍ଷମତାକୁ ସଙ୍କୁଚିତ କରାଯାଉଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସର ନିର୍ବାଚନ ଲଢ଼ିବା କ୍ଷମତାକୁ ସଙ୍କୁଚିତ କରିଦେବାକୁ ଯୋଜନାବଦ୍ଧ ପ୍ରୟାସ କରୁଛନ୍ତି ଏବଂ ଏଥିପାଇଁ ଦଳକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବାକୁ ଷଡ଼୍‌ଯନ୍ତ୍ର ହୋଇଛି ବୋଲି ଆଜି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତ୍ରୀ ସୋନିଆ…
ଅଧିକ ଖବର ଦେଖନ୍ତୁ...

ହ୍ୱାଟ୍ସଆପ୍‌ରେ ‘ବିକଶିତ ଭାରତ’ ବାର୍ତ୍ତା ବନ୍ଦ କର

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଘୋଷଣା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ହ୍ୱାଟ୍ସଆପ୍‌ରେ ‘ବିକଶିତ ଭାରତ’ ବାର୍ତ୍ତା ପଠାଇବା ତୁରନ୍ତ ବନ୍ଦ କରିବାକୁ ନିର୍ବାଚନ କମିସନ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିସନ…
ଅଧିକ ଖବର ଦେଖନ୍ତୁ...