ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ମୁଁ କ’ଣ ଶିଳାଜିତର ରୁଟି ଖାଉଥିଲି କି? ୧୦୦୦ପିଲାଙ୍କ ସହ ଯୌନ ନିର୍ଯାତନା କରିଥିବା ଅଭିଯୋଗ ହେବାରୁ ଏଭଳି କହିଲେ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଦିଲ୍ଲୀ ପୁଲିସ୍‌ ଶେଷରେ ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ନାମରେ ଏଫଆଇଆର୍ ଦାଏର କରିଛି। ୭ ଜଣ ମହିଳା କୁସ୍ତିଯୋଦ୍ଧା ବ୍ରିଜଭୂଷଣଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଗତ ଜାନୁଆରି ମାସରୁ ଦୁଇଟି…
ଅଧିକ ଖବର ଦେଖନ୍ତୁ...

ବିବାହ ବିଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଛାଡ଼ପତ୍ର ପାଇଁ ସହମତ ଦମ୍ପତିଙ୍କୁ ୬ ମାସ ବାଧ୍ୟତାମୂଳକ…

ନୂଆଦିଲ୍ଲୀ: ସମ୍ବିଧାନର ଧାରା ୧୪୨ ଅନୁଯାୟୀ ନିଜର କ୍ଷମତା ପ୍ରୟୋଗ କରି ଦେଶର ଶୀର୍ଷ ଅଦାଲତ ଆଜି (ସୋମବାର) ‘ବିବାହ ଭାଙ୍ଗିବା କାରଣ’ରୁ ବିବାହ ଭଙ୍ଗ କରାଯାଇପାରିବ ବୋଲି ଏକ ବଡ଼ ରାୟ ଦେଇଛନ୍ତି। ଏହି ରାୟରେ ସୁପ୍ରିମ୍‌କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ପାରସ୍ପରିକ ସହମତି ଭିତ୍ତିରେ…
ଅଧିକ ଖବର ଦେଖନ୍ତୁ...

କେଦାରନାଥ ଓ ବଦ୍ରିନାଥ ମନ୍ଦିର ବାହାରେ ଲାଗିଥିବା କ୍ୟୁଆର କୋର୍ଡ ପ୍ରତି ସାବଧାନ!

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିରକୁ ଚାରିଧାମ କୁହାଯାଇଥାଏ। ଏହି ଚାରିଧାମକୁ  ଦେଶ ତଥା ଦେଶ ବାହାରୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଆସି ପହଞ୍ଚି ଥାଆନ୍ତି। ଏପ୍ରିଲ ୨୨ ତାରିଖରୁ ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ବଦ୍ରିନାଥ ଓ କେଦାରନାଥରେ ପ୍ରବଳ ବର୍ଷା ଓ ତୁଷାରପାତ, ଅଟକିଲା ତୀର୍ଥଯାତ୍ରା

ଡେରାଡୁନ : ବଦ୍ରିନାଥ ଓ କେଦାରନାଥ ଧାମରେ ଲଗାଣ ବର୍ଷା ଓ ତୁଷାରପାତ ପ୍ରଶାସନ ତଥା ତୀର୍ଥଯାତ୍ରୀଙ୍କ ପାଇଁ ସମସ୍ୟା ପାଲଟିଛି । ସୋମବାର ବଦ୍ରିନାଥ ଓ କେଦାରନାଥ ଧାମରେ ପ୍ରବଳ ତୁଷାରପାତ ଓ ବର୍ଷା ହେବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଚାରିଧାମ ଯାତ୍ରାକୁ ବନ୍ଦ କରି ଦିଆଯାଇଛି  ଓ  …
ଅଧିକ ଖବର ଦେଖନ୍ତୁ...

ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ରାଲି ବେ‌ଳେ ମୋଦୀଙ୍କ ଉପରକୁ ଫୋନ ଫିଙ୍ଗିଲେ ମହିଳା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କର୍ଣ୍ଣାଟକର ମହୀଶୂରରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ। ଏହି ରାଲିରେ ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। କାରଣ ପ୍ରଧାନମନ୍ତ୍ରୀ ରାଲିରେ ବ୍ୟସ୍ତ ଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ସାଧାରଣ ଲୋକ…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ପରିବେଷଣ କରୁଥିବା ବେଳେ ଗରମ ରସମ ପାତ୍ରରେ ପଡ଼ି ୨୧ ବର୍ଷୀୟ ଛାତ୍ର ମୃତ

ଚେନ୍ନାଇ: ଚେନ୍ନାଇରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ତିରୁଭାଲୁର ଜିଲ୍ଲାରେ ଗରମ ରସମ ପାତ୍ରରେ ଖସିପଡିବା ପରେ ଜଣେ ୨୧ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ଘଟିଛି ବୋଲି ସୋମବାର ପୁଲିସ ସୂତ୍ରରୁ ପ୍ରକାଶ ପାଇଛି। ପୀଡିତ ଜଣକ ହେଉଛନ୍ତି ଜଣେ କଲେଜ ପଢୁଆ ଛାତ୍ର। ସେ ଏକ କ୍ୟାଟରିଂ ଫାର୍ମରେ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ବ୍ୟାଙ୍କ ସଂକଟ : ବନ୍ଦ ହେଲା ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ୍

ସାନ୍ ଫ୍ରାନସିସକୋ : ଆମେରିକାର ଗୋଟିକ ପରେ ଗୋଟିଏ ବ୍ୟାଙ୍କ ବିଫଳ ହେବାରେ ଲାଗିଛି । ଫାଷ୍ଟ ରିପବ୍ଲିକ ନାମକ ବ୍ୟାଙ୍କ ଦେବା​ଳିଆ ଘୋଷିତ ହୋଇଛି । ଏହା ପରେ ଆମେରିକାର ଆର୍ଥିକ କର୍ତ୍ତୃପକ୍ଷ କାଲିଫର୍ଣ୍ଣିଆର ଏହି ବ୍ୟାଙ୍କକୁ ନିୟନ୍ତ୍ରଣକୁ ନେଇଛନ୍ତି । ବ୍ୟାଙ୍କିଙ୍ଗ୍ କାର୍ଯ୍ୟରେ ବିଫଳ…
ଅଧିକ ଖବର ଦେଖନ୍ତୁ...

ଆମ ସେନା ପାଖରେ ଏପରି ଟ୍ୟାଙ୍କ ନାହିଁ ଯାହା ଭାରତକୁ ସାମ୍ନା କରିପାରିବ: ପୂର୍ବତନ ପାକ୍ ସେନାମୁଖ୍ୟ ବାଜୱା

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନଥିବା ବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦୁଇ ପାକିସ୍ତାନୀ ସାମ୍ବାଦିକ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ କମର ଜାଭେଦ୍ ବାଜୱାଙ୍କ ବିଷୟରେ କହୁଥିବା ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଏଭଳି ଅଯୋଗ୍ୟ ପୁଅ ରହିଲେ ଘର ଚଳିବ କେମିତି? ମୋଦୀଜୀଙ୍କୁ ନେଇ ଖଡ଼ଗେଙ୍କ ପୁଅଙ୍କ ବୟାନ

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପରସ୍ପରକୁ ଟାର୍ଗେଟ କରିବା କାମ ଜୋରସୋରରେ ଆରମ୍ଭ କରିଛନ୍ତି ବିଭିନ୍ନ ଦଳ। କିଛି ଦିନ ତ‌ଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବିଷଧର ସାପ କହିଥିବା ବେଳେ ଏବେ ତାଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...

ଅତିକ ସମେତ ତାର ଭାଇ ଓ ପୁଅର ଥିଲା ଏଭଳି କୋଡ ନାମ;ଜେଲ ଭିତରେ ଧରୁଥି‌ଲେ ଆଇଫୋନ

ନୂଆଦିଲ୍ଲୀ: ଉମେଶପାଲ ହତ୍ୟାକାଣ୍ଡକୁ ନେଇ ଏକ ଚାଞ୍ଚଲ୍ୟକର ଖବର ସ‌ାମ୍ନ‌ାକୁ ଆସିଛି।ସାବରମତୀ ଜିଲ୍ଲାରେ ବନ୍ଦୀ ଥିବା ମାଫିଆ ଅତିକ ଅହମଦ ତାର ଭାଇ ଅସରଫ, ପୁଅ ଅସଦ ଓ ହତ୍ୟାକାଣ୍ଡରେ ସାମିଲ ସମସ୍ତ ଲୋକଙ୍କର କୋଡ ନାମ ଦିଆଯିବା ସହିତ ଆଇଫୋନ ବି ପ୍ରଦାନ କରାଯାଇଥିଲା।  ଅତିକ ନିଜ ପାଖରେ…
ଅଧିକ ଖବର ଦେଖନ୍ତୁ...