ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ମୁଁ ଏଠାରେ ଫସିଛି ବୋଲି ମା’କୁ କହିବନି : ନିଜ ଭାଇଙ୍କୁ କହିଲେ ଟନେଲ ଭିତରେ ଫସିଥିବା ଶ୍ରମିକ

ଡେରାଡୁନ୍: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଗତ ନଭେମ୍ବର ୧୨ ତାରିଖରେ ନିର୍ମାଣାଧୀନ ସିଲ୍କିୟାରା ଟନେଲ୍ ଭିତରେ ଫସି ରହିଥିବା ଶ୍ରମିକମାନେ ରେଡିଓ ଜରିଆରେ ନିଜ ପରିବାର ସହ କଥା ହୋଇଛନ୍ତି ।  ଏହାକୁ ନେଇ ସେଠାରେ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଛି । ସୁଡ଼ଙ୍ଗରେ ଫସି ରହିଥିବା ୨୫ ବର୍ଷୀୟ…
ଅଧିକ ଖବର ଦେଖନ୍ତୁ...

‘ଡିପ୍‌ଫେକ୍‌’ ଭିଡିଓକୁ ନେଇ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମକୁ ଭେଟିବେ ‌କେନ୍ଦ୍ର ସରକାର; ସୂଚନା ଦେଲେ ଆଇଟି…

ନୂଆଦିଲ୍ଳୀ: ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ପରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌, କାଜୋଲଙ୍କର ‘ଡିପ୍‌ଫେକ୍‌’ ଭିଡିଓ ‌ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଭାଇରାଲ୍‌ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ପ୍ରସଂଗକୁ ନେଇ ଏବେ କେନ୍ଦ୍ର ସରକାର ବି…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବିନା ବିଚାରରେ ହତ୍ୟା କରାଯାଉ, କଂଗ୍ରେସ ସାଂସଦଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ପାଲେଷ୍ଟାଇନ ପ୍ରତି ନିଜ ସମର୍ଥନ ଜଣାଇବାକୁ ଯାଇ ଇସ୍ରାଏଲ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି କେରଳର କଂଗ୍ରେସ ସାଂସଦ ରାଜମୋହନ ଉନ୍ନୀଥନ । କେରଳର କାସରାଗୋଡଠାରେ ଏକ ରାଲିକୁ ସମ୍ବୋଧନ କରିବା ବେଳେ ସେ କହିଛନ୍ତି ଯେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ…
ଅଧିକ ଖବର ଦେଖନ୍ତୁ...

ସଭାବେଳେ ବିଜେପି ନେତାଙ୍କୁ କାମୁଡ଼ିଲା ମହୁମାଛି, ଦରି ଘୋଡାଇ ହୋଇ ବସିଲେ ବିଧାୟକ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଅଛି। ୨୫ ନଭେମ୍ବରରେ ମତଦାନ ହେବାକୁ ଯାଉଛି। ଏହାପୂର୍ବରୁ, ପ୍ରାର୍ଥୀମାନେ କ୍ରମାଗତ ଭାବରେ ଜନସମ୍ପର୍କ କରି ଭୋଟରଙ୍କୁ ନିଜ ଆଡକୁ ଆଣିବାକୁ ଚେଷ୍ଟା କରୁଛନ୍ତି | ତାରକା ପ୍ରଚାରକମାନେ ମଧ୍ୟ କ୍ରମାଗତ ଭାବରେ ସଭା…
ଅଧିକ ଖବର ଦେଖନ୍ତୁ...

ପୁଣି ଆରମ୍ଭ ହେଲା ସୁଡ଼ଙ୍ଗ ଖୋଳା କାମ, ୧୫୦ ଘଣ୍ଟା ହେଲା ଫସିରହିଛନ୍ତି ଶ୍ରମିକ

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ସିଲ୍କିରା-ବାରକୋଟ ଟନେଲରେ ଉଦ୍ଧାର କାର୍ଯ୍ୟ ପୁଣି ଆରମ୍ଭ ହୋଇଛି। ଘଟଣାସ୍ଥଳର ଅନୁଧ୍ୟାନ କରୁଥିବା ଭୂତତ୍ତ୍ୱ ବିଜ୍ଞାନୀ ବରୁଣ ଅଧିକାରୀ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟକୁ ବଢ଼ାଇବା ପାଇଁ ଜିଓମ୍ୟାପିଂ ସମେତ ବିଭିନ୍ନ ବିକଳ୍ପ ଉପରେ…
ଅଧିକ ଖବର ଦେଖନ୍ତୁ...

ତେଜିଲା ସପା-କଂଗ୍ରେସ ବିବାଦ: ଇଣ୍ଡିଆ ମେଣ୍ଟର ଏହି ନିଷ୍ପତ୍ତିକୁ ମାନିବ ନାହିଁ ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବଡ ଏବଂ ଛୋଟ ବିରୋଧୀ ଦଳ ଏକାଠି ହୋଇ ଏନଡିଏ ସହଯୋଗୀ ଦଳକୁ ପରାସ୍ତ କରିବାକୁ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ। ବର୍ତ୍ତମାନ ଲୋକସଭା ନିର୍ବାଚନର ମାତ୍ର ୬ ମାସ ପୂର୍ବରୁ ଏକଜୁଟ ହେବା ପରିବର୍ତ୍ତେ ଇଣ୍ଡିଆ ମେଣ୍ଟ ମଧ୍ୟରେ ବିବାଦ ତେଜିଥିବାର…
ଅଧିକ ଖବର ଦେଖନ୍ତୁ...

ବିଶ୍ବକପର ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଅହମଦାବାଦ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆସନ୍ତାକାଲି ଅହମଦାବାଦରେ ‘ଆଇସିସି ବିଶ୍ବକପ୍‌ ୨୦୨୩’ର ଫାଇନାଲ୍‌ ମ୍ୟାଚ ଖେଳାଯିବ। ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଏହି ରୋମାଞ୍ଚକର ମ୍ୟାଚ୍ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦ ଯିବେ ବୋଲି ଜଣାପଡ଼ିଛି। ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନା ନିର୍ବାଚନ ଅଭିଯାନ ବେଳେ ଅଚେତ ହୋଇଗଲେ ‘କେସିଆର୍‌’ଙ୍କ ଝିଅ କେ. କବିତା

ହାଇଦ୍ରାବାଦ: ଆଜି ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ‘ଭାରତ ରାଷ୍ଟ୍ର ସମିତି’ର (ବିଆର୍‌ଏସ୍‌) ନେତ୍ରୀ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା ଅଚେତ ହୋଇପଡ଼ିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ପ୍ରକାଶ କରିଥିବା ଭିଡିଓରେ ଦେଖାଯାଉଛି।…
ଅଧିକ ଖବର ଦେଖନ୍ତୁ...

୪ ବର୍ଷୀୟ ଝିଅକୁ ଫାଶୀ ଦେଇ ନିଜେ ଜୀବନ ହାରିଲେ ବେକାର ଦମ୍ପତି

ହାଇଦ୍ରାବାଦ: ଗୁରୁବାର ବିଳମ୍ବିତ ରାତ୍ରରେ ୱାର୍ସିଗୁଡ଼ାସ୍ଥିତ ବାସଭବନରେ ୪ ବର୍ଷୀୟ ଝିଅକୁ ଫାଶୀ ଦେଇ ଏକ ବେକାର ଦମ୍ପତି ନିଜେ ମଧ୍ୟ ଫାଶୀ ଲଗାଇ ଜୀବନ ହରାଇଥିବା କଥା ପୁଲିସ କହିଛି। ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ସକାଳେ ପୁଲିସ ଗଙ୍ଗାପୁତ୍ର କଲୋନିରେ ଥିବା ସେମାନଙ୍କ ଘର…
ଅଧିକ ଖବର ଦେଖନ୍ତୁ...

ବିଶ୍ବକପ୍‌ ଫାଇନାଲ୍‌ ଲାଗି ଅହମଦାବାଦ ଯିବାକୁ ସ୍ବତନ୍ତ୍ର ରେଳ ଘୋଷଣା କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ଅହମଦାବାଦରେ ‘ଆଇସିସି ବିଶ୍ବକପ୍‌ ୨୦୨୩’ ଫାଇନାଲ୍‌ ଖେଳ ଦେଖି ଯିବା ପାଇଁ ଯାତ୍ରୀସଂଖ୍ୟା ବୃଦ୍ଧି ପାଉଥିବାରୁ ଭାରତୀୟ ରେଳବାଇ ସ୍ବତନ୍ତ୍ର ରେଳ ସେବା ଯୋଗାଇ ଦେବ ବୋଲି ଘୋଷଣା କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ସୂଚନାଯୋଗ୍ୟ, ଗୁଜରାଟର ଅହମଦାବାଦ…
ଅଧିକ ଖବର ଦେଖନ୍ତୁ...