ମେ ୩୦ ପର୍ଯ୍ୟନ୍ତ ନିଜର ଏୟାରସ୍ପେସକୁ ବନ୍ଦ ରଖିବ ପାକିସ୍ତାନ

0

ଇସ୍ଲାମାବାଦ : ଆସନ୍ତା ମେ ୩୦ ପର୍ଯ୍ୟନ୍ତ ନିଜର ଏୟାରସ୍ପେସକୁ ଭାରତୀୟ ବିମାନମାନଙ୍କ ଲାଗି ବନ୍ଦ ରଖିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି । କାରଣ ପାକିସ୍ତାନ ଭାରତର ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛି । ଗତ ଫେବ୍ରୁଆରୀ ୨୬ରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନରେ ପଶି ବାଲାକୋଟ ଏୟାରଷ୍ଟ୍ରାଇକ କରିବା ପରେ ପାକିସ୍ତାନ ନିଜର ବାୟୁସୀମାକୁ ବିଦେଶୀ ବିମାନ ଉଡାଣ ଲାଗି ବନ୍ଦ ରଖିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.