ଚୀନ୍‌କୁ ୧ ଲକ୍ଷ କେଜି କେଶ ବିକିଛି ପାକିସ୍ତାନ

ଇସଲାମାବାଦ୍‌: ଗତ ୫ ବର୍ଷ ମଧ୍ୟରେ ପାକିସ୍ତାନ ଚୀନ୍‌କୁ ୧ ଲକ୍ଷ କେଜି କେଶ ବିକ୍ରି କରିଛି। ଏହି କେଶର ମୂଲ୍ୟ ପାଖାପାଖି ୧,୩୨,୦୦୦ ଆମେରିକୀୟ ଡଲାର। ଚୀନ୍‌ରେ ମନୁଷ୍ୟ କେଶର ଚାହିଦା ବଢ଼ି ଚାଲିଛି। ମେକଅପ୍‌ ଇଣ୍ଡଷ୍ଟ୍ରି ବଢ଼ୁଥିବାରୁ ସେହି ପରିମାଣରେ କେଶ ପାଇଁ ମଧ୍ୟ ଚାହିଦା ବଢ଼ୁଛି। ୱିଗ୍‌ ପ୍ରସ୍ତୁତ ପାଇଁ ମଧ୍ୟ ଚୀନ୍‌ରେ ମନୁଷ୍ୟ କେଶର ଚାହିଦା ବଢ଼ୁଛି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର