ଆମେରିକାରୁ ଗୋଆ ଶାସନ ଠିକ୍‌ ଚଳାଇଛନ୍ତି ପାରିକର: ବିଜେପି

ପାନାଜୀ: ଭାରତ ଓ ଆମେରିକା ମଧ୍ୟରେ ୧୨ ଘଣ୍ଟାର ସମୟ ବ୍ୟବଧାନ ରହିଛି ଏବଂ ଏହାର ସୁଯୋଗ ନେଇ ସେଠାରେ ଚିକିତ୍ସାଧୀନ ଥିବା ମୁଖ୍ୟମନ୍ତ୍ରୀ ମନୋହର ପାରିକର ଗୋଆ ଶାସନକୁ ଠିକ୍‌ ପରିଚାଳନା କରୁଛନ୍ତି। ଅନ୍ୟପକ୍ଷରେ ଗୋଆରେ ଏବେ ଗୁରୁତର ପ୍ରଶାସନିକ ସଙ୍କଟ ଲାଗି ରହିଛି ଏବଂ ପାରିକରଙ୍କ କ୍ରମାଗତ ଅନୁପସ୍ଥିତି ମାମଲାକୁ ଜଟିଳ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର