ନଭେମ୍ବର ୧୮ ରୁ ଡିସେମ୍ବର ୧୩ ଯାଏଁ ଚାଲିବ ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ନଭେମ୍ବର ୧୮ ରୁ ଡିସେମ୍ବର ୧୩ ଯାଏଁ ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ଚାଲିବ। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପାର୍ଲାମେଣ୍ଟ୍‌ର ଉଭୟ ସଦନର ସଚିବମାନଙ୍କୁ ଅବଗତ କରାଇଛନ୍ତି।

ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ତାରିଖ ଏବଂ ରଣନୀତି ସଂକ୍ରାନ୍ତରେ ଆଲୋଚନା ନିମନ୍ତେ ଅକ୍ଟୋବର ୧୦ ତାରିଖ ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ କ୍ୟାବିନେଟ୍‌ କମିଟି ଅନ୍‌ ପାର୍ଲାମେଣ୍ଟାରି ଆଫେୟାର୍ସର ବୈଠକ ବସିଥିଲା।

ପ୍ରାୟ ମାସେ ଯାଏଁ ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ଚାଲିବ।

ସମ୍ବନ୍ଧିତ ଖବର

Comments are closed.