ରାଫେଲ୍‌ ଚୁକ୍ତି ନେଇ ପିଆଇଏଲ୍:୧୦ରେ ସୁପ୍ରିମକୋର୍ଟ କରିବେ ଶୁଣାଣି

ନୂଆଦିଲ୍ଲୀ: ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି ବିବାଦକୁ ନେଇ ଏବେ ରାଜନୀତି ଜୋରଦାର ଚାଲିଥିବାବେଳେ ସୁପ୍ରିମକୋର୍ଟରେ ଏନେଇ ଏକ ପିଆଇଏଲ୍‌ (ଜନସ୍ବାର୍ଥ ମାମଲା) ରୁଜୁ ‌େହାଇଛି। ୧୦ ତାରିଖରେ ସୁପ୍ରିମକୋର୍ଟ ରାଫେଲ୍‌ ଚୁକ୍ତି ପ୍ରସଙ୍ଗରେ ଏହି ପିଆଇଏଲ୍‌ର ଶୁଣାଣି କରିବେ ବୋଲି ରାଜି ହୋଇଛନ୍ତି। ଆଇନଜୀବୀ ବିନୀତ ଢାଣ୍ଡାଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଏହି ପିଆଇଏଲ୍‌ ଦାଖଲ ହୋଇଛି। ଚୁକ୍ତି ସମ୍ପର୍କରେ ବିସ୍ତୃତ ବିବରଣୀ ପାଇଁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର