ହଷ୍ଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ଟେକ୍ସାସ ପ୍ରଦେଶର ହଷ୍ଟନ ସହରରେ ପହଞ୍ଚିଛନ୍ତି। ମୋଦୀଙ୍କୁ ସ୍ବାଗତ କରିବା ପାଇଁ ସମଗ୍ର ସହର ଉତ୍ସବମୁଖର ହୋଇଉଠିଛି। ପ୍ରଧାନମନ୍ତ୍ରୀ ରବିବାର ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏଥିରେ ୫୦ ହଜାରରୁ ଅଧିକ ଭାରତୀୟ ଆମେରିକୀୟ ସାମିଲ ହେବେ। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଯୋଗଦେବେ । ମୋଦୀ ଏବଂ ଟ୍ରମ୍ପ୍ ଗୋଟିଏ ମଂଚରେ ଉଦ୍ବୋଧନ ଦେବା ଭାରତ-ଆମେରିକା ସଂପର୍କରେ ଏକ ନୂଆ ଅଧ୍ୟାୟ ବୋଲି ହଷ୍ଟନ ମେୟର ସିଲ୍ଭେଷ୍ଟର ଟର୍ନର କହିଛନ୍ତି। ଆଜି ହଷ୍ଟନରେ ହାଓଡି ମୋଦୀ କାର୍ଯ୍ୟକ୍ରମ ଉପଲକ୍ଷେ ଏକ କାର୍ ରୢାଲି ଅନୁଷ୍ଠିତ ହୋଇଥିଲା ।
ଆଜି ‘ହାଓଡି ମୋଦୀ’କାର୍ଯ୍ୟକ୍ରମ, ହଷ୍ଟନରେ ପହଞ୍ଚିଲେ ମୋଦୀ
/sambad/media/post_attachments/wp-content/uploads/2019/09/modi-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)