ଓଡ଼ିଶାବାସୀଙ୍କୁ ରଜ ଅବସରରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

0

ନୂଆଦିଲ୍ଲୀ: ଆଜି ଓଡ଼ିଆଙ୍କ ବଡ଼ ପର୍ବ ରଜ। ଓଡ଼ିଆଙ୍କୁ ଏହି ପର୍ବର ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଉଭୟ ଇଂରାଜି ଓ ଓଡ଼ିଆରେ ଦୁଇଟି ଟ୍ଵିଟ୍‌ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟ୍‌ କରି ଲେଖିଛନ୍ତି, ‘ ଓଡ଼ିଶାର ରଜ ପର୍ବ ଏକ ପବିତ୍ର ଉତ୍ସବ। ଯାହା ଆମ ସମାଜକୁ ସୁଦୃଢ଼ କରିବା ସହ ଭାତୃତ୍ୱ ଭାବକୁ ବଢ଼ାଇଥାଏ। ଏହି ଅବସରରେ ମୋର ସମସ୍ତଙ୍କୁ ଶୁଭକାମନା। ସଭିଙ୍କ ସୁଖ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।’

ସମ୍ବନ୍ଧିତ ଖବର

Leave A Reply

Your email address will not be published.