Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ମକର ସଙ୍କ୍ରାନ୍ତି, ପୋଙ୍ଗଲ୍‌, ଉତ୍ତରାୟଣ, ମାଘ ବିହୁ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

0 161

ନୂଆଦିଲ୍ଲୀ: ମକର ସଙ୍କ୍ରାନ୍ତି, ପୋଙ୍ଗଲ୍‌, ଉତ୍ତରାୟଣ ଓ ମାଘ ବିହୁ ଉପଲକ୍ଷେ ଦେଶବାସୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟର୍‌ରେ ଶୁଭେଚ୍ଛା ଜଣାଇଛନ୍ତି।
ଏକ ଟୁଇଟର୍‌ ସିରିଜ୍‌ରେ, ପ୍ରତି ପର୍ବ ପାଇଁ ପ୍ରଧାନମନ୍ତ୍ରୀଙ୍କ ଟୁଇଟର୍‌ ହ୍ୟାଣ୍ଡେଲ୍‌ ସଚ୍ଚିତ୍ର ବାର୍ତ୍ତା ପୋଷ୍ଟ କରିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

4 + 8 =