ମକର ସଙ୍କ୍ରାନ୍ତି, ପୋଙ୍ଗଲ୍‌, ଉତ୍ତରାୟଣ, ମାଘ ବିହୁ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ମକର ସଙ୍କ୍ରାନ୍ତି, ପୋଙ୍ଗଲ୍‌, ଉତ୍ତରାୟଣ ଓ ମାଘ ବିହୁ ଉପଲକ୍ଷେ ଦେଶବାସୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟର୍‌ରେ ଶୁଭେଚ୍ଛା ଜଣାଇଛନ୍ତି।
ଏକ ଟୁଇଟର୍‌ ସିରିଜ୍‌ରେ, ପ୍ରତି ପର୍ବ ପାଇଁ ପ୍ରଧାନମନ୍ତ୍ରୀଙ୍କ ଟୁଇଟର୍‌ ହ୍ୟାଣ୍ଡେଲ୍‌ ସଚ୍ଚିତ୍ର ବାର୍ତ୍ତା ପୋଷ୍ଟ କରିଛି।

ସମ୍ବନ୍ଧିତ ଖବର