ପୁଲ୍‌ୱାମା ଏନ୍‌କାଉଣ୍ଟର ଜଣେ ଆତଙ୍କବାଦୀ ନିହତ

ଶିମ୍‌ଲା: ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଆଜି ସୁରକ୍ଷାବାହିନୀ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ପୁଲ୍‌ୱାମାର ଜହିଦପୁରା ଅଞ୍ଚଳରେ ହୋଇଥିବା ଏହି ଗୁଳିକାଣ୍ଡରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଉକ୍ତ ଆତଙ୍କବାଦୀ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି।

ସମ୍ବନ୍ଧିତ ଖବର